ଅମଡ଼ା ବାଟ

0.00

“ଅମଡ଼ା ବାଟ” ଭାରତୀୟ ନାରୀ ଜୀବନର ଏକ ଅନୁପମ ଆଲେଖ୍ୟ | ଏହାର ଆଖ୍ୟାନ ବସ୍ତୁ ମୂଳତଃ ପ୍ରକାଶକରେ ନାରିଜୀବନର ଦୁଇଟି ପର୍ଯାୟର ବିରୋଧାଭାସ | ଉପନ୍ୟାସର ନାୟିକା “ମାୟା”ର ପ୍ରାକ-ଵିଭାହିତ ଜୀବନର ଚପଳତା ଓ ଵିଭାହିତ ଜୀବନର ଦାଇତ୍ଵଶୀଳତା ଏକ ପକ୍ଷରେ ବାପଘର ଓ ଅନ୍ୟପକ୍ଷରେ ଶାଶୂଘର – ଉଭୟଙ୍କ ପ୍ରତି ତାର ଅଂଗୀକାର ହେଉଛି ୟେ ଉପନ୍ୟାସର ମୁଖ୍ୟ କଥନ |

Category: Tag:

କନ୍ୟା  ଓ ବଧୁ ଦୁଇ ଭୂମିକା ମଧ୍ୟରେ ପ୍ରଚଣ୍ଡ କର୍ତବ୍ୟ ବିରୋଧ ଭିତରେ ଭାରତୀୟ ନାରୀର ସହନଶୀଳ ପାରିବାରିକ ମନୋଭାବର ପରିଚୟ ଓଡ଼ିଆ ସାହିତ୍ୟରେ ଏକ ପୂରାପୂରି ପାରିବାରିକ ଓ ନାରୀ  କାୖନ୍ଦ୍ରିୟ ଉପନ୍ୟାସ ଭାବରେ “ଅମଡ଼ା ବାଟ” କୁ କରିଛି ଅନନ୍ୟ |

Reviews

There are no reviews yet.

Be the first to review “ଅମଡ଼ା ବାଟ”

Your email address will not be published. Required fields are marked *

Shopping Cart

You cannot copy content of this page