ପାଠାଗାର ପାଇଁ ପଦେ
ପାଠାଗାର ପାଇଁ ପଦେ ଶ୍ରୀ ଅଦ୍ଵିତ କୁମାର ଜେନା ଆଜି ସବୁଠି ଉଛବ ମୁଖର ହୋଇଉଠିଛି ବିଦ୍ୟାଦାୟିନୀ ମା ସରସ୍ବତୀ ଦେବୀଙ୍କର ଆଦି ଅନାଦି କାଳରୁ ପୂଜା ଅର୍ଚନା | ପ୍ରତେକ ପାଠାଗାର, କ୍ଳବ , ସ୍କୁଲ, କଲେଜ ଓ ଅନ୍ୟ ଆନ୍ୟ ପାଠ୍ୟକ୍ରମ ସାଲରେ | ଆଜି ଆମ ଗ୍ରାମର ଅନନ୍ତ ବାସୁଦେବ ପାଠାଗାର ର ବିଶେଷତ୍ୱ ନିଆରା | ପ୍ରତି ବର୍ଷ ପୂଜା ହୁଏ, ଆଜିକାର ପୂଜାରେ ପାଠାଗାର ଜୀବନ୍ତ […]

