ଜୟ ଜୟ ବୀଣାପାଣି
ଜୟ ଜୟ ବୀଣାପାଣି ଶ୍ରୀ ବନମାଳୀ ବେହେରା ଜୟ ଜୟ ବୀଣାପାଣି ବ୍ରହ୍ମାଙ୍କ ନନ୍ଦିନୀ ଜୟ ଜୟ ବୀଣାପାଣି ବିଷ୍ଣୁଙ୍କ ଘରଣୀ || ୧ || ଜୟ ଜୟ ବୀଣାପାଣି ନାରଦ ଭଗିନୀ , ଜୟ ଜୟ ବୀଣାପାଣି ଘେନ ମା ଦାୟିନୀ || ୨ || ଜୟ ଜୟ ବୀଣାପାଣି ମରାଳ ବାହିନୀ , ଜୟ ଜୟ ବୀଣାପାଣି ମା ବିନା ଧାରିଣୀ || ୩ || ଜୟ ଜୟ ବୀଣାପାଣି ଜଗତ ଜନନୀ , […]




