ଓଁ ଶାନ୍ତି

ଓଁ ଶାନ୍ତି ବି. କେ. ସ୍ଵର୍ଣ୍ଣ     ସମୟର ଘଡି ଟିକ ଟିକ ହୋଇ ଅବିରାମ ଗତିରେ ଆଗକୁ ଗାଡ଼ିଚାଲିଛି | ଯେପରି ଦିନ ପରେ ରାତି ଓ ରାତି ପରେ ଦିନ, ସେହିପରି ସତ୍ୟ, ତ୍ରେତୟା, ଦ୍ୱାପର ଓ କଳିଯୁଗର ପୁନରାବୃତି ଘଟିଥାଏ | ଏହି ଅବିନାଶୀ ପ୍ରକ୍ରିୟା ଅନାଦି କାଳରୁ ସ୍ଵତଃ ଚାଲି ଆସୁଛି | ବର୍ତମାନ ଆମେ ଉଣା ଅଧିକେ ସମସ୍ତେ ଜାଣିଛେ ଯେ କଳିଯୁଗ ବିଦ୍ୟମାନ ଏବେ ସମସ୍ତେ କାମ, […]

ଓଁ ଶାନ୍ତି Read More »