August 4, 2024

ଜୟ ଜୟ ବୀଣାପାଣି

ଜୟ ଜୟ ବୀଣାପାଣି ଶ୍ରୀ ବନମାଳୀ ବେହେରା ଜୟ ଜୟ ବୀଣାପାଣି ବ୍ରହ୍ମାଙ୍କ ନନ୍ଦିନୀ ଜୟ ଜୟ ବୀଣାପାଣି ବିଷ୍ଣୁଙ୍କ ଘରଣୀ || ୧ || ଜୟ ଜୟ ବୀଣାପାଣି ନାରଦ ଭଗିନୀ , ଜୟ ଜୟ ବୀଣାପାଣି ଘେନ ମା ଦାୟିନୀ || ୨ || ଜୟ ଜୟ ବୀଣାପାଣି ମରାଳ ବାହିନୀ , ଜୟ ଜୟ ବୀଣାପାଣି ମା ବିନା ଧାରିଣୀ || ୩ || ଜୟ ଜୟ ବୀଣାପାଣି ଜଗତ ଜନନୀ , […]

ଜୟ ଜୟ ବୀଣାପାଣି Read More »

ଓଁ ଶାନ୍ତି

ଓଁ ଶାନ୍ତି ବି. କେ. ସ୍ଵର୍ଣ୍ଣ     ସମୟର ଘଡି ଟିକ ଟିକ ହୋଇ ଅବିରାମ ଗତିରେ ଆଗକୁ ଗାଡ଼ିଚାଲିଛି | ଯେପରି ଦିନ ପରେ ରାତି ଓ ରାତି ପରେ ଦିନ, ସେହିପରି ସତ୍ୟ, ତ୍ରେତୟା, ଦ୍ୱାପର ଓ କଳିଯୁଗର ପୁନରାବୃତି ଘଟିଥାଏ | ଏହି ଅବିନାଶୀ ପ୍ରକ୍ରିୟା ଅନାଦି କାଳରୁ ସ୍ଵତଃ ଚାଲି ଆସୁଛି | ବର୍ତମାନ ଆମେ ଉଣା ଅଧିକେ ସମସ୍ତେ ଜାଣିଛେ ଯେ କଳିଯୁଗ ବିଦ୍ୟମାନ ଏବେ ସମସ୍ତେ କାମ,

ଓଁ ଶାନ୍ତି Read More »

ମୋ ଗାଁ

ମୋ ଗାଁ ଶ୍ରୀ ଦିଗବାହକ ସୁବାସ କୁମାର ସ୍ଵାଇଁ ଗାଁଟି ମୋର ସରଗଠୁ ବଡ଼ଜନମିଛି ମୁଁ ତା କୋଳେ,ଧୂଳି ଖେଳଠାରୁ ଭୋଜିଭାତ ଯେତେକରିଛି ସାଥିଙ୍କ ମେଳେ। ଅନନ୍ତ ସାଗର କେତେ ମନୋହରକେତେ ଶାନ୍ତି ତା ତିରେ,ମନ୍ଦିର ପ୍ରାଙ୍ଗଣେ ଜାଗର ଯାତରାମନେପଡେ ଥିଲେ ଦୁରେ। ନନ୍ଦଉତ୍ସବରେ କେତେ କୋଳାହଳସତେକି ନନ୍ଦ ନଗରୀ,ନନ୍ଦ,ଯଶୋଦା ଓ କୃଷ୍ଣ , ବଳରାମତାଙ୍କ ପାଇଁ ଭେରି ତୂରୀ। ମା ଜାଗୁଳାଇ ଅଗଣାରେ ହୁଏପାର୍ବଣ ର କେତେ ପାଳି,ଖଇ, ଗଜାମୁଗ ଖାଇବା ପାଇଁକିଗାଁ ଲୋକଙ୍କର ମେଳି।

ମୋ ଗାଁ Read More »

Shopping Cart

You cannot copy content of this page