May 4, 2021

ପାଠାଗାର ପାଇଁ ପଦେ

ପାଠାଗାର ପାଇଁ ପଦେ ଶ୍ରୀ ଅଦ୍ଵିତ କୁମାର ଜେନା       ଆଜି ସବୁଠି  ଉଛବ  ମୁଖର ହୋଇଉଠିଛି ବିଦ୍ୟାଦାୟିନୀ ମା ସରସ୍ବତୀ ଦେବୀଙ୍କର ଆଦି ଅନାଦି କାଳରୁ ପୂଜା ଅର୍ଚନା  | ପ୍ରତେକ ପାଠାଗାର, କ୍ଳବ , ସ୍କୁଲ, କଲେଜ ଓ ଅନ୍ୟ ଆନ୍ୟ ପାଠ୍ୟକ୍ରମ  ସାଲରେ | ଆଜି ଆମ ଗ୍ରାମର ଅନନ୍ତ ବାସୁଦେବ ପାଠାଗାର ର ବିଶେଷତ୍ୱ ନିଆରା | ପ୍ରତି ବର୍ଷ ପୂଜା ହୁଏ, ଆଜିକାର ପୂଜାରେ ପାଠାଗାର ଜୀବନ୍ତ […]

ପାଠାଗାର ପାଇଁ ପଦେ Read More »

ଧନ୍ୟ ମୋର ପିତାମାତା

ଧନ୍ୟ ମୋର ପିତାମାତା ସୁଶ୍ରୀ ମୋନାଲିସା ସ୍ବାଇଁ ଧନ୍ୟ ମୋର ପିତାମାତା ଜନମିଛି ଯାହା କୋଳରେ ନାନାବାୟା ଗୀତ ଶୁଣି ଶୋଇଛି ତାଙ୍କ ପଣତରେ ନିଜେ ନଖାଇ, ମତେ ଖାଇବାକୁ ଦେଇ ବଡ ମଣିଷ କରିଛନ୍ତି ତାଙ୍କ ହାତରେ । କେତେ ଅଳି ଅଝଟକୁ ମୋର ସହିଯାଆନ୍ତି ଅନେକ ଖରାପ କଥାକୁ ମତେ ଦୂରେଇ ନିଅନ୍ତି ଭଲମଣିଷ ହେବାକୁ ବାରମ୍ବାର ଉପଦେଶ ଦିଅନ୍ତି ତାଙ୍କ ଅଭାବ, ଅସୁବିଧା କେବେ ନ ଜଣାନ୍ତି ଧନ୍ୟ ଧନ୍ୟ ମୋ ଜୀବନ

ଧନ୍ୟ ମୋର ପିତାମାତା Read More »

ଗାଁ ହାଲଚାଲ

ଗାଁ ହାଲଚାଲ ଶ୍ରୀ ସୁଧାକର ସ୍ବାଇଁ ଆମ ଗାଁରେ ସଂଧ୍ୟା ପହରେ ଶୁଭୁନାହିଁ ଆଉ ଭଜନ କୀର୍ତନ , ସଂଧ୍ୟାଧୂପଦେଇ  କେହି ଆଉ ଗାଉ ନାହାନ୍ତି ଛାନ୍ଦ ଆଉ ଜଣାଣ , ସଂଧ୍ୟା ହୋଇଗଲେ ଝିଅବୋହୂ ଏକାଠି ବସି ଦେଖୁଛନ୍ତି ଦୂରଦର୍ଶନ, ଗାଁ ଚଉପାଢୀରେ ଭାଗବତ ପଢା ଯାଉନି ହୋଇଯାଇଛି ଶୂନ ସାନ, ଗାଁ ମୁଣ୍ଡରେ ଖୋଲିଲାଣି ଏବେ ଭଳିକି ଭଳି ଦୋକାନ | ସ୍କୁଲ ପିଲାଏ ଖାଇଲେଣି ଗୁଟକା ଆଉ ଖିଲିପାନ , ଚକୁଳି ପିଠାର ସ୍ଵାଦ

ଗାଁ ହାଲଚାଲ Read More »

Shopping Cart

You cannot copy content of this page