ଜୟ ଜୟ ବୀଣାପାଣି
ଶ୍ରୀ ବନମାଳୀ ବେହେରା
ଜୟ ଜୟ ବୀଣାପାଣି ବ୍ରହ୍ମାଙ୍କ ନନ୍ଦିନୀ
ଜୟ ଜୟ ବୀଣାପାଣି ବିଷ୍ଣୁଙ୍କ ଘରଣୀ || ୧ ||
ଜୟ ଜୟ ବୀଣାପାଣି ନାରଦ ଭଗିନୀ ,
ଜୟ ଜୟ ବୀଣାପାଣି ଘେନ ମା ଦାୟିନୀ || ୨ ||
ଜୟ ଜୟ ବୀଣାପାଣି ମରାଳ ବାହିନୀ ,
ଜୟ ଜୟ ବୀଣାପାଣି ମା ବିନା ଧାରିଣୀ || ୩ ||
ଜୟ ଜୟ ବୀଣାପାଣି ଜଗତ ଜନନୀ ,
ଜୟ ଜୟ ବୀଣାପାଣି ଅଭୟ ଦାୟିନୀ || ୪ ||
ଜୟ ଜୟ ବୀଣାପାଣି ଦୁଖଃଦ ହରିଣୀ ,
ଜୟ ଜୟ ବୀଣାପାଣି ସୁଖ ପ୍ରଦାୟିନୀ || ୫ ||
ଜୟ ଜୟ ବୀଣାପାଣି ବିଘ୍ନ ବିନାଶିନୀ ,
ଜୟ ଜୟ ବୀଣାପାଣି ବିଦ୍ୟା ପ୍ରଦାୟିନୀ || ୬ ||
ଜୟ ଜୟ ବୀଣାପାଣି ଘେନ ମୋ ଦାୟିନୀ ,
ମାମଦୋଷ କ୍ଷମବାରେ ତୁହି ବୀଣାପାଣି || ୭ ||
Section Title
ଜୟ ଜୟ ବୀଣାପାଣି ଶ୍ରୀ ବନମାଳୀ ବେହେରା ଜୟ ଜୟ ବୀଣାପାଣି ବ୍ରହ୍ମାଙ୍କ ନନ୍ଦିନୀ ଜୟ ଜୟ ବୀଣାପାଣି ବିଷ୍ଣୁଙ୍କ ଘରଣୀ || ୧ || ଜୟ ଜୟ ବୀଣାପାଣି ନାରଦ ଭଗିନୀ , ଜୟ ଜୟ ବୀଣାପାଣି ଘେନ ମା ଦାୟିନୀ || ୨ || ଜୟ ଜୟ ବୀଣାପାଣି ମରାଳ ବାହିନୀ...
ଓଁ ଶାନ୍ତି ବି. କେ. ସ୍ଵର୍ଣ୍ଣ ସମୟର ଘଡି ଟିକ ଟିକ ହୋଇ ଅବିରାମ ଗତିରେ ଆଗକୁ ଗାଡ଼ିଚାଲିଛି | ଯେପରି ଦିନ ପରେ ରାତି ଓ ରାତି ପରେ ଦିନ, ସେହିପରି ସତ୍ୟ, ତ୍ରେତୟା, ଦ୍ୱାପର ଓ କଳିଯୁଗର ପୁନରାବୃତି ଘଟିଥାଏ | ଏହି ଅବିନାଶୀ...
ମୋ ଗାଁ ଶ୍ରୀ ଦିଗବାହକ ସୁବାସ କୁମାର ସ୍ଵାଇଁ ଗାଁଟି ମୋର ସରଗଠୁ ବଡ଼ଜନମିଛି ମୁଁ ତା କୋଳେ,ଧୂଳି ଖେଳଠାରୁ ଭୋଜିଭାତ ଯେତେକରିଛି ସାଥିଙ୍କ ମେଳେ। ଅନନ୍ତ ସାଗର କେତେ ମନୋହରକେତେ ଶାନ୍ତି ତା ତିରେ,ମନ୍ଦିର ପ୍ରାଙ୍ଗଣେ ଜାଗର ଯାତରାମନେପଡେ...
ପାଠାଗାର ପାଇଁ ପଦେ ଶ୍ରୀ ଅଦ୍ଵିତ କୁମାର ଜେନା ଆଜି ସବୁଠି ଉଛବ ମୁଖର ହୋଇଉଠିଛି ବିଦ୍ୟାଦାୟିନୀ ମା ସରସ୍ବତୀ ଦେବୀଙ୍କର ଆଦି ଅନାଦି କାଳରୁ ପୂଜା ଅର୍ଚନା | ପ୍ରତେକ ପାଠାଗାର, କ୍ଳବ , ସ୍କୁଲ, କଲେଜ ଓ ଅନ୍ୟ ଆନ୍ୟ ପାଠ୍ୟକ୍ରମ ...
ଧନ୍ୟ ମୋର ପିତାମାତା ସୁଶ୍ରୀ ମୋନାଲିସା ସ୍ବାଇଁ ଧନ୍ୟ ମୋର ପିତାମାତା ଜନମିଛି ଯାହା କୋଳରେ ନାନାବାୟା ଗୀତ ଶୁଣି ଶୋଇଛି ତାଙ୍କ ପଣତରେ ନିଜେ ନଖାଇ, ମତେ ଖାଇବାକୁ ଦେଇ ବଡ ମଣିଷ କରିଛନ୍ତି ତାଙ୍କ ହାତରେ । କେତେ ଅଳି ଅଝଟକୁ ମୋର ସହିଯାଆନ୍ତି...
ଗାଁ ହାଲଚାଲ ଶ୍ରୀ ସୁଧାକର ସ୍ବାଇଁ ଆମ ଗାଁରେ ସଂଧ୍ୟା ପହରେ ଶୁଭୁନାହିଁ ଆଉ ଭଜନ କୀର୍ତନ , ସଂଧ୍ୟାଧୂପଦେଇ କେହି ଆଉ ଗାଉ ନାହାନ୍ତି ଛାନ୍ଦ ଆଉ ଜଣାଣ , ସଂଧ୍ୟା ହୋଇଗଲେ ଝିଅବୋହୂ ଏକାଠି ବସି ଦେଖୁଛନ୍ତି ଦୂରଦର୍ଶନ, ଗାଁ ଚଉପାଢୀରେ ଭାଗବତ...
